ବଡ଼ସାହି( ମୟୂରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ର ସାନକେରକୋ ଛକ ନିକଟରେ ଦୁର୍ଗାପୂଜା ପାଇଁ ଟେଣ୍ଟ ବାନ୍ଦୁଥିବା ବେଳେ ବିଦ୍ୟୁତ ଆଘାତରେ ତପୁ ମାଝି (୩୦ ବର୍ଷ) ନାମକ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଶ୍ରୀ ମାଝି ଏକ ନିମ୍ବ ଗଛରେ ଚଢ଼ି ଟେଣ୍ଟ ବାନ୍ଧୁଥିବା ବେଳେ ସେଠାରେ ଯାଇଥିବା ବିଦ୍ୟୁତ ତାରରେ ଲାଗିଯାଇ ସେହି ଗଛ ଉପରେ ହିଁ ମୃତ୍ୟୁ ବରଣ କରିଛନ୍ତି।
ବଡ଼ସାହି: ଦୁର୍ଗାପୂଜା ପାଇଁ ଟେଣ୍ଟ ବାନ୍ଧିିବା ବେଳେ ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ
Advertisment
Follow Us