ନୀଳଗିରି: ଗତକାଲି ରାତିରେ ନୀଳଗିରି ଥାନା ଅନ୍ତର୍ଗତ ରାଧାକିଶୋରପୁର ଗ୍ରମେର ନରେନ୍ଦ୍ର ସିଂହ(୪୨)ଙ୍କୁ ସେହିଗ୍ରାମର ପିଙ୍କୁଆ ଜେନା(୨୪ ବର୍ଷ) ତଣ୍ଟିକାଟି ହତ୍ୟା କରିଛି। ହତାକାଣ୍ଡ ପରେ ବିଳମ୍ବିତ ରାତିରେ ପିଙ୍କୁଆ ଯାଇ ଅଯୋଦ୍ଧା ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଅନୈତିକ ସମ୍ପର୍କକୁ ନେଇ ପିଙ୍କୁଆ ନରେନ୍ଦ୍ରକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us