ଦୁଇ ସାଙ୍ଗ ମଧ୍ୟରେ ବଚସା, କୁରାଢ଼ୀ ଚୋଟରେ ଜଣେ ମୃତ

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

କାଶୀନଗର: ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଗ୍ରାମର ପଞ୍ଚାଯତ କାର୍ଜ୍ୟାଳୟ ନିକଟରେ ଦୁଇ ସାଙ୍ଗ ମଧ୍ୟରେ ବଚସା ହୋଇ ଉଭୟଙ୍କ ମଧ୍ୟରେ ମରାପିଟା ହୋଇଛି । ଖାଣ୍ଡବା ଗ୍ରାମର ସାମିଏଲ (୪୦)ଙ୍କ କୁରାଢ଼ୀ ଚୋଟରେ ସେହିଗ୍ରାମର ଧନୁଞ୍ଜୟ ଜେନା (୪୦)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଘଟଣା  ସ୍ଥଳରେ ଥାନା ଆଇଆଇସି ପହଞ୍ଚି କେସ ନମ୍ବର ୫୧/୨୦ ରେ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe