ମାଲକାନଗିରି : ଓଡ଼ିଶା ଓ ଆନ୍ଧ୍ରପଦେଶ ସୀମାନରେ ଥିବା ମାଓବାଦୀମାନେ ଅତ୍ୟନ୍ତ ହିଂସ୍ର ହୋଇ ଉଠିଛନ୍ତି। ଗତକାଲି ମାଲକାନଗିରି ସୀମାନ୍ତ ଆନ୍ଧ୍ରପଦେଶରର ବିଶାଖା ଜିଲ୍ଲା ଆନ୍ନଭରରମ ଥାନା ଅନ୍ତର୍ଗତଆନ୍ନାଭରମ ଗ୍ରାମର ଗୋମ୍ପା ଲୋଭା ରାଜୁ(୩୦ ବର୍ଷ) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ସେହିପରି ଭାବେ ମାଓବାଦୀମାନେ ମାଲକାନଗିରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର କୁନ୍ତୁଳିପଦର ଠାରେ ଥିବା ପୁଲିସ କ୍ୟାମ୍ପ ପାଇଁ ୨ଟି ଭୁଟ୍ଭୁଟି ( ପାଓ୍ଵାର ବୋଟ୍)ରେ ଯାଉଥିବା ଖାଦ୍ୟପଦାର୍ଥକୁ ଳୁଟି ନେଇଛନ୍ତି। ମାଓବାଦୀମାନେ ଦୁଇ ଡଙ୍ଗାର ମାଝିଙ୍କୁ ନିସ୍ତୁକ ମାଡ଼ ମାରି ସମସ୍ତ ଖାଦ୍ୟପଦାର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ମାଲକାନଗିରି: ମାଓବାଦୀ ବ୍ୟବସାୟୀଙ୍କୁ ହତ୍ୟା କଲେ, ପୁଲିସ ରେସନ ଲୁଟିଲେ
Advertisment
Follow Us