ମାଲକାନଗିରି:ଗତକାଲି ରାତିରେ ସିପିଆଇ ମାଓବାଦୀ( ନବୀନ ଗୋଷ୍ଠୀ)ର ୨୦ରୁ ଊର୍ଧ୍ୱ ସଶସ୍ତ୍ର ମାଓବାଦୀ ମାଲକାନଗିରୀ ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲା ଦରାକୋଣ୍ଡା ଗ୍ରାମରେ ଥିବା ବିଏସଏନଏଲ ମୋବାଇଲ ଟାଓ୍ଵାରକୁ ନିଆଁ ଲାଗାଇ ପୋଡି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଟେଲି ଯୋଗାଯୋଗ ବାଧାପ୍ର୍ରାପ୍ତ ହୋଇଛି।
ମାଲକାନଗିରି: ମୋବାଇଲ ଟାଓ୍ଵାରକୁ ଉଡାଇଦେଲେ ମାଓବାଦୀ
Advertisment
Follow Us