ଅନୁଗୁଳରେ ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ

Advertisment
ଅନୁଗୁଳରେ ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ

Zee News

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଆଜି ଏକ ନାବାଳିକା ବିବାହ ଚାଲିଥିବା ବେଳେ ପ୍ରଶାସନ ଏହାକୁ ବନ୍ଦ କରିଛି।

ସୂଚନାଯୋଗ୍ୟ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଭୁବୁନି ସାହୁଙ୍କ ପୁଅ ସିପୁନ୍ ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମର ଜଣେ ନାବାଳିକାକୁ ଆଜି ବିବାହ ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ଝିଅ ଘର ଲୋକ ଭୋଜିର ଆୟୋଜନ କରିଥିଲେ। ନାବାଳିକାଙ୍କ ବିବାହ ଖବର ପାଇ ଅନୁଗୁଳ ଜିଲ୍ଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶରେ ଶିଶୁ ବିକାଶ ସମନ୍ୱୟ ବିଭାଗ ସୁପରଭାଇଜର ସ୍ନେହାପ୍ରଭା ମହାନ୍ତି, ଅସ୍ମିତା ସାହୁ, ସରପଞ୍ଚ ଅନୀଲ କୁମାର ମାଝୀ ଓ ନିଶା ଶିଳ୍ପାଞ୍ଚଳ ପୁଲିସ ଉପସ୍ଥିତିରେ ନାବାଳିକା ବାହାଘର ବନ୍ଦ କରିଥିଲେ। ସମ୍ପୃକ୍ତ ନାବାଳିକାଙ୍କୁ ବିବାହ ପାଇଁ ୭ ମାସ ଅପେକ୍ଷା କରିବାକୁ ଉଭୟ ପରିବାରକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe