ଚଳନ୍ତା ହାଇୱାରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଚାଳକ

ଚଳନ୍ତା ହାଇୱାରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଚାଳକ

ବାରିପଦା: ଚଳନ୍ତା ହାଇୱା ଗାଡ଼ିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଚାଳକ। ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଜାତୀୟ ରାଜପଥ-୧୮ର ଦରଖୁଳି ଛକ ନିକଟରେ। ରାସ୍ତାକଡ଼ରେ ଗାଡ଼ିଟି ଛିଡ଼ା ହୋଇଥିବାବେଳେ ଗାଡ଼ିଟି ଜଳୁଥିବାର ଦେଖିଥିବା ମିଳିଛି।

ଗାଡ଼ିଟି ବାରିପଦା ଅଭିମୁଖେ ଯାଉଥିଲା। ତେବେ କେଉଁଭଳି ପରିସ୍ଥିତିରେ ହାଇୱା ଗାଡ଼ିରେ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe