ବେତନଟୀରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

Advertisment
ବେତନଟୀରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

ବେତନଟୀ: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ। ବେତନଟୀ ଅବକାରୀ ଷ୍ଟେସନ ଦ୍ବାରା ଚଢାଉ କରାଯାଇ ବଡ଼ସାହି ଥାନାର ଉଠାଣି ନୂଆଗାଁର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ବିକର୍ତ୍ତନ ନାୟକକୁ ଗିରଫ କରାଯାଇଛି ।

ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ ବେତନଟୀରେ ପହଞ୍ଚି ମାମଲାର ତଦାରଖ କରୁଛନ୍ତି। ନକଲି ମଦ ତିଆରି ପାଇଁ ଉଦ୍ଦିଷ୍ଟ ଲେବଲ, ବୋତଲ, ଠିପି, ଷ୍ଟ୍ରିଟ ଜବତ ହୋଇଛି। ମୋଟ ୧୬୦ଟି ବୋତଲ ନକଲି ବିଦେଶୀ ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe