ବାରିପଦା: ତହସିଲଦାରଙ୍କ ଗାଡ଼ି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର

ସାରା ବିଶ୍ୱର ୧୦ ପ୍ରତିଶତ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଭାରତରେ ହୁଏ: ବିଶ୍ୱବ୍ୟାଙ୍କ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ଥାନା ଅଧୀନସ୍ଥ ଶାଗୁଣାବସା ଅଞ୍ଚଳର ମଇଳା ଖାଦାନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାରିପଦା ତହସିଲଦାରଙ୍କ ଗାଡ଼ି ଧକ୍କାରେ ଜଣେ ଫାର୍ମାସିଷ୍ଟ ଛାତ୍ର ଗୁରୁତର ଭାବେ ଆହତ ହୋଇ ବାରିପଦା ପିଆରଏମ୍ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଗୁରୁତର ଛାତ୍ର ଜଣଙ୍କ ବାରିପଦା ଶ୍ରହରର ବଡ଼ବଜାର ଅଞ୍ଚଳର ଉତ୍ତମ ନାୟକ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ସଦର ପୁଲିସ୍‌ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କର୍‌ପିଓ ଗାଡ଼ିକୁ ଜବତ କରି ତଦନ୍ତ ଜାରିରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe