ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବୃକ୍ଷରେ ଚିତ୍ର ଖୋଦେଇ କଲେ ସମରେନ୍ଦ୍ର

Advertisment
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବୃକ୍ଷରେ ଚିତ୍ର ଖୋଦେଇ କଲେ ସମରେନ୍ଦ୍ର

ବାରିପଦା/ବେତନଟୀ : ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଜୟନ୍ତୀ ଦିବସ। ଏହି ଅବସରରେ  ବାଜପେୟୀଙ୍କ ସ୍ମୃତିରେ ବେତନଟୀରର ଯୁବଶିଳ୍ପୀ ସମରେନ୍ଦ୍ର ବେହେରା ବୃକ୍ଷରେ ଚିତ୍ର ଖୋଦେଇ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। କାର୍ଗିଲ୍‌ ମ୍ୟାନ୍‌ ତଥା ଜଣେ ସୁଶାସକ ଭାବେ ଜଣାଶୁଣା ଶ୍ରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି। ତେଣୁ ତାଙ୍କ ଭଳି ଜଣେ କିମ୍ବଦନ୍ତୀ ରାଜନୈତିଜ୍ଞଙ୍କ ସ୍ମୃତିରେ ସେ ଏପରି ଚିତ୍ର କରିଥିବା ସମରେ‌ନ୍ଦ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe