ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

Advertisment
ହାତୀ ଆକ୍ରମଣରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତାରେ ଆନ୍ଦୋଳନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ବୀରେଶ୍ବରପୁର ପଞ୍ଚାୟତ ଭରତଚନ୍ଦ୍ରପୁର ଗ୍ରାମର ୬୨ ବର୍ଷୀୟା ବୃଦ୍ଧା ସୀତା ଟୁଡୁ ଆଜି ଭୋର୍ ସମୟରେ ମହୁଲ ଫଳ (କଚଡା) ଗୋଟାଇବା ପାଇଁ ଗ୍ରାମ ନିକଟକୁ ଯାଇଥିବା ବେଳେ ଦନ୍ତା ତାଙ୍କୁ ଦଳି ମାରିଦେଇଥିଲା। ସ୍ଥାନୀୟ ବଡ଼ସାହି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗର ଅବହେଳା ଯୋଗୁଁ ଏପରି ଅଘଟଣ ଘଟିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe