ବୌଦ୍ଧ: ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟରେ ସଂରକ୍ଷିତ ଐତିହାସିକ କୀର୍ତ୍ତିରାଜି, ହସ୍ତଶିଳ୍ପ, ସଂସ୍କୃତି, କାରିଗରୀ, ଲୋକକଳା ଆଦି ଦେଖି ପ୍ରଶଂସା କରି ପରବର୍ତ୍ତୀ ପିଢ଼ି ପାଇଁ ଏହା ଗବେଷଣାର ରାସ୍ତା ଦେଖାଇବ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ବେଳେ ବିଧାୟକ ପ୍ରଦୀପ ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଥିଲେ।
ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସଂଗ୍ରହାଳୟ ପରିଦର୍ଶନ
Advertisment
Follow Us