କୋରାପୁଟ: ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ବିଧାୟକ

Advertisment
କୋରାପୁଟ: ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସରେ ତାଲା ପକାଇଲେ ବିଧାୟକ

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତକେଶରୀ ରାୟଙ୍କ ଅଫିସରେ ଆଜି ସକାଳେ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ତାଲା ପକାଇ ଦେଇଛନ୍ତି। ଶିକ୍ଷକ ବଦଳିରେ ଅନୀୟମିତତା ଓ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାୟ ଠିକ୍‌ ସମୟରେ ଅଫିସ ନ ଆସିବାରୁ ବିଧାୟକ ଶ୍ରୀ ଶଗରିଆ ତାଙ୍କ ସମର୍ଥକମାନଙ୍କ ସହିତ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe