ବାଇକ୍‌ ଧକ୍କାରେ ମାଙ୍କଡ଼ ମୃତ, ଆରୋହୀ ଆହତ

Advertisment
ବାଇକ୍‌ ଧକ୍କାରେ ମାଙ୍କଡ଼ ମୃତ, ଆରୋହୀ ଆହତ

ଖାରୀ: ସୋନପୁର ବ୍ଲକ୍‌ ଖାରୀଛକଠାରେ ଶୁକ୍ରବାର ବାଇକ୍‌ ଧକ୍କାରେ ଏକ ହନୁ ମାଙ୍କଡ଼ର ମୃତ୍ୟୁ ଘଟିଛି। ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାର ଆରୋହୀ ମାନସ ମୋହନ ଦଲେଇ (୩୫) ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ମାନସ ଭବାନୀପାଟଣାରୁ ବାଇକ ଯୋଗେ ଭୁବନେଶ୍ୱର ଯାଉଥିବା ବେଳେ ଖାରୀ ଛକଠାରେ ଉକ୍ତ ହନୁ ମାଙ୍କଡ଼ଟି ରାସ୍ତା ଉପରକୁ ଆସିଯିବାରୁ ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe