ଜ୍ବାଇଁଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ଶାଶୂ

ଜ୍ବାଇଁଙ୍କ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ଶାଶୂ

ଡୁଙ୍ଗୁରିପାଲି: କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲାରେ ଚିକିତ୍ସାଧୀନ ଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଚୌକିଦାର ଗୋପ ସିଖା (୫୨)ଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ତେବେ ଏହି ମୃତ୍ୟୁ ଖବର ପାଇ ତାଙ୍କ ଶାଶୂ ଉକିଆ କୁମ୍ଭାର (୬୨)ଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ଫଳରେ ଶାଶୂ ଓ ଜ୍ବାଇଁଙ୍କୁ ଏକ ସଙ୍ଗେ ଅନ୍ତିମ ସଂସ୍କାର କରାଯାଇଥିଲା। ଗୋପଙ୍କୁ ବଡ଼ ପୁଅ ରୋହିତ ଓ ଉକିଆଙ୍କୁ ତାଙ୍କ ବଡ଼ ପୁଅ ଅଲେଖ ମୁଖାଗ୍ନି ଦେଇଥିଲେ। ଉଭୟଙ୍କ ସାନ ପୁଅ ସୁରେଶ ଓ ରତନଙ୍କ ସମେତ ପରିବାର ଲୋକେ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe