କଟକ: କଟକ ମଧୁସୁଦନ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ଅଶାନ୍ତ ହୋଇ ଉଠିଛି କଲେଜ ପରିସର। ନିର୍ବାଚନକୁ କେନ୍ଦ୍ର କରି ଆଜି ଜଣେ ଛାତ୍ରୀ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହୂତି ଉଦ୍ୟମ କରିବକୁ ନେଇ କଲେଜରେ ଉତ୍ତେଜନା ଦେଖା ଦେଇଛି। ପୁଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଛି।
କଟକସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ
Advertisment
Follow Us