ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁଡାହାଡ଼ ଗାଁ ନିକଟ ରେଲୱେ ଟ୍ରାକ୍ରୁ ଦୁଇ ଜଣ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ମହିଳା ଦ୍ୱୟଙ୍କର ପରିଚୟ ମିଳିପାରିନାହିଁ।
ଗୁରୁବାର ସକାଳେ ମହିଳା ଦୁଇ ଜଣଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଟ୍ରାକ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।
ଅଧିକ ପଢ଼ନ୍ତୁ: ଫିକ୍ଅଫ ଭ୍ୟାନ ଓ ବାଇକ ଧକ୍କା, ଜଣେ ମୃତ
ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଫେରିଲା ମିଳିମିଳା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି
Follow Us