ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟରେ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Advertisment
ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟରେ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ସହର ବସଷ୍ଟାଣ୍ଡ ନିକଟରେ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହିଁଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣଙ୍କ ଶବରେ ଚାଦର ଘୋଡ଼ାଯାଇଥିବାରୁ ଏବେ ସୁଦ୍ଧା ମହିଳା କି ପୁରୁଷ ଜଣାପଡ଼ିନାହିଁ। ସେମାନେ ବାରବୁଲା ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।

ଏବେ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe