ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଂଚଳଗୁମା ପଂଚାୟତ ନୀଳଗୁଣ୍ଡିଗୁଡା କାଜୁ ବାଡ଼ରୁ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କର ପରିଚୟ ମିଳି ନ ଥିବା ବେଳେ ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳକୁ ବାହାରିଛି।

ସୂଚନା ମୁତାବକ କାଜୁ ବାଡ଼ ଭିତରେ ବ୍ୟକ୍ତି ଜଣକ ଏକ ଗଛରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଜଣାପଡୁଛି। ସ୍ଥାନୀୟ ଅଂଚଳର ଲୋକେ ଆଜି କାଜୁ ବାଡ଼ରେ ଯାଇଥିବା ସମୟରେ ବ୍ୟକ୍ତିଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ତଦନ୍ତ ପରେ ପ୍ରକୃତ ପରିଚୟ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe