ନବରଙ୍ଗପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ: ଜାଣନ୍ତୁ କିଏ କାହା ବିପକ୍ଷରେ ଲଢ଼ୁଛନ୍ତି

Advertisment
ନବରଙ୍ଗପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନ: ଜାଣନ୍ତୁ  କିଏ କାହା ବିପକ୍ଷରେ ଲଢ଼ୁଛନ୍ତି

ନବରଙ୍ଗପୁର ଲୋକସଭା ଓ ଏଥିଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ, ନବରଙ୍ଗପୁର, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଲାଗି କାଲି ହେବ ମତଦାନ। ଜାଣନ୍ତୁ କେଉଁ ସବୁ ପ୍ରମୁଖ ପ୍ରାର୍ଥୀ ଏଡାରେ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି।

ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍‌। ସେହିପରି ୨୮ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe