ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାମ୍ପସ୍‌’ର ଝରିଗାଁ ଶାଖା ମୁଖ୍ୟ

Advertisment
ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଲାମ୍ପସ୍‌’ର ଝରିଗାଁ ଶାଖା ମୁଖ୍ୟ

ଜୟପୁର/ନବରଙ୍ଗପୁର: ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କୋ-ଅପରେଟିଭ୍‌ ସୋସାଇଟି ‘ଲାମ୍ପସ୍‌’ର ଝରିଗାଁ ଶାଖା ମୁଖ୍ୟଙ୍କ ୮ ଠିକଣାରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି।

publive-image

ଲାଂଚ ଓ ଦୁର୍ନୀତି ସଂପର୍କିତ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନବରଙ୍ଗପୁର ଜିଲ୍ଲାର ଝରିଗାଁସ୍ଥିତ ଲାମ୍ପସ୍‌ ଶାଖା ମୁଖ୍ୟ ଜ୍ଞାନନାରାୟଣ ମାଟିଆଙ୍କ ନବରଙ୍ଗପୁରର ସରିଷବହଟାସ୍ଥିତ ନିବାସ, ବେଲଗାଓ ନିବାସ, କୋରାକୋଟ ନିବାସ, ଜଣେ ସଂପର୍କିୟଙ୍କ ନାଁରେ ଝରିଗାଁସ୍ଥିତ ଏକ ପେଟ୍ରୋଲ ପମ୍ପ, ଝରିଗାଁସ୍ଥିତ ଏକ ଟିଣ ଘର, ଭେଜିଗୁଠା ଠାରେ ଥିବା ଏକ ଏକ ଗ୍ୟାସ ଏଜେନ୍ସି, ସରିଷବହଟାସ୍ଥିତ ଗ୍ୟାରେଜ ଏବଂ ଗୋଦାମ ଓ ଅଫିସ ଚ୍ୟାମ୍ବର ଉପରେ ଚଢ଼ଉ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଜ୍ଞାନନାରାୟଣ ମାଟିଆଙ୍କ ସଂପତ୍ତି ଆକଳନ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe