ବୀରମହାରାଜପୁରର ବିଭିନ୍ନ ସ୍ଥାନରେ ଦୋଳଯାତ୍ରା, ନାମଯଜ୍ଞ

ବୀରମହାରାଜପୁରର ବିଭିନ୍ନ ସ୍ଥାନରେ ଦୋଳଯାତ୍ରା, ନାମଯଜ୍ଞ

ବୀରମହାରାଜପୁର: ପବିତ୍ର ଦୋଳ ଯାତ୍ରା ଓ ନାମଯଜ୍ଞ ସଂସ୍କୃତିକ କାର୍ଯ୍ୟକ୍ରମକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବୁଲି ଦେଖିବା ସହ ଦେବଦର୍ଶନ କରିଛନ୍ତି।

ବିଧାୟକ ଶ୍ରୀ ବେହେରା ପ୍ରଥମେ ବୀରମହାରାଜପୁରସ୍ଥିତ ୨୪ ପ୍ରହରୀ ନାମଯଜ୍ଞ ଦେବ ଦର୍ଶନ କରିଥିଲେ। ଏହା ପରେ ବହଲପଦର ନାମଯଜ୍ଞ, ମସନାପାଲି, ଖଣ୍ଡହତା ନାମଯଜ୍ଞସ୍ଥଳୀକୁ ଯାଇଥିଲେ। ତାଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ପ୍ରଫୁଲ୍ଲ ଦନ୍ତା, ତ୍ରିନାଥ ସାହୁ, ଆଲୋକ ଦେହେରୀ, ମୁଣ୍ଡଘାଟ ସରପଞ୍ଚ କିସାନ ଜଗଦଲା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe