ଶିକାର ପାଇଁ ବିଛାଯାଇଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କର ମୃତ୍ୟୁ

ଶିକାର ପାଇଁ ବିଛାଯାଇଥିବା ବିଦୁତ୍ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କର ମୃତ୍ୟୁ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଛାମୁଣ୍ଡିଆ ଫରେଷ୍ଟ ଅନ୍ତର୍ଗତ କଣପଦା ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି। ଶିକାର ପାଇଁ ଛାମୁଣ୍ଡିଆ ବିଟ୍ ହାଉସରେ ଜଗୁଆଳି  ଭାବେ କାର୍ଯ୍ୟରତ ଛାମୁଣ୍ଡିଆ ଗ୍ରାମର ରଞ୍ଜିତ ସେଠୀ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ମୃତ୍ୟୁବରଣ କରିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି କରେଣ୍ଟ କାଟି ଥିବାବେଳେ ଗଣିଆ ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe