ଏବେ ଦଳର ବିଫଳତାର କାରଣ ବିଷୟରେ ଆଲୋଚନା ହୋଇନାହିଁ: ଅରୁଣ ସାହୁ

Advertisment
ଏବେ ଦଳର ବିଫଳତାର କାରଣ ବିଷୟରେ ଆଲୋଚନା ହୋଇନାହିଁ: ଅରୁଣ ସାହୁ

Entranceindia.com

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ମୁଁ ସୌଜନ୍ୟାମୂଲକ ସାକ୍ଷାତ ପାଇଁ ଆସିଥିଲି। ନବୀନ ପଟ୍ଟନାୟକଙ୍କର ଏକ ବିଶାଳ ହୃଦୟ। ସେ ୨୪ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିଲେ। ଓଡ଼ିଶାବାସୀଙ୍କ ସେବା କର ଓଡ଼ିଶାର ଯେତେ ମଙ୍ଗଳ ହେବ ସେତେ ଭଲ। ସେ କେତେବେଳେ ଉଲ୍ଲସିତ ହୋଇନାହାନ୍ତି କି ନାହିଁ ଭାଙ୍ଗି ପଡ଼ିନାହାନ୍ତି। ସବୁବେଳେ ପରାମର୍ଶ ଦେଇଛନ୍ତି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ।

ନୟାଗଡ଼ ବିଧାୟକ ଅରୁଣ ସାହୁ ଆହୁରି କହିଛନ୍ତି, ଏବେ ଦଳର ବିଫଳତାର କାରଣ ବିଷୟରେ ଆଲୋଚନା ହୋଇନାହିଁ। ଦଳ ସଭାପତି କଣ ନିଷ୍ପତ୍ତି ନେବେ, ତାହା ପରେ ଜଣା ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe