ThePleasantDream
ନୟାଗଡ଼: ନୟାଗଡ଼ ଟାଉନ୍ ରେଲୱେ ଷ୍ଟେସନ ନିକଟରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ବିପିନ୍ ନାୟକ(୨୦)। ଟ୍ରେନ୍ ଆସୁଥିବା ବେଳେ ବିପିନ୍ ଜାଣିପାରିନଥିଲେ। ଟ୍ରେନ୍ ଧକ୍କାରେ ତାଙ୍କ ଗୋଡ଼ କଟିଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିପିନ୍ ସ୍ଥାନୀୟ ବେବର୍ତାପଲ୍ଲୀ ଗ୍ରାମର ବାସିନ୍ଦା ଥିଲେ।
Follow Us