ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଗାନ୍ଧୀ ଛକ ପେଟ୍ରୋଲ ପମ୍ପ ସମ୍ମୁଖ ମହାନଦୀ ଘାଟରେ ଗାଧୋଇବା ସମୟରେ ଜଣେ ବୃଦ୍ଧ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ନିଖୋଜ ବୃଦ୍ଧ ଅନ୍ଧାରମୁଣ୍ଡ ଅଞ୍ଚଳର ସାରଙ୍ଗଧର ସାହୁ (୭୨) ବୋଲି ସୂଚନା ମିଳିଛି। ଖବର ପାଇ ଖଣ୍ଡପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସାରଙ୍ଗଧରଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।
ନଦୀରେ ଗାଧୋଇବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ
Advertisment
Follow Us