ସୌମ୍ୟରଞ୍ଜନଙ୍କ ପ୍ରଚାର ଅଭିଯାନ: ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ’ର ଲୋକଙ୍କୁ ଭେଟିଲେ

Advertisment
ସୌମ୍ୟରଞ୍ଜନଙ୍କ ପ୍ରଚାର ଅଭିଯାନ: ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ’ର ଲୋକଙ୍କୁ ଭେଟିଲେ

ଭୁବନେଶ୍ୱର: ଶନିବାର ଦିନ ଖଣ୍ଡପଡ଼ା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଓ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ପ୍ରଚାର କରିଛନ୍ତି। ସମ୍ପୃକ୍ତ ଗ୍ରାମବାସୀମାନେ ଶ୍ରୀ ପଟ୍ଟନାୟକଙ୍କୁ ବିପୁଳ ସ୍ୱାଗତ ଜଣାଇଛନ୍ତି।

ପ୍ରଚାର ସମୟରେ ପ୍ରବଳ ଜନସମାଗମ ହେବା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe