ଏକାଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର, କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

Advertisment
ଏକାଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର, କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପାଏର ଗ୍ରାମରେ ଏକାଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇଥିବାର ଖବର ମିଳିଛି। କୋମନା ବ୍ଲକ ପଏର ଗାଁର ଘଟଣା।
ଗତକାଲି ଏକାଦଶାହ ଭୋଜି ଖାଇଥିଲେ, ଗାଁର ନୀଳାମ୍ବର ବନଗୋଲା(୩୬), ସାବିତ୍ରୀ ବନଗୋଲା(୩୦),ଚୈତରାମ ମଲ୍ଲିକ(୪୬) ଭୀମସେନ ଶବର(୧୨) ରାଧିକା ଶବର (୪୪),ଜଗନ୍ନାଥ ବନଗୋଲା(୧୪) ସାଧନା ଶବର(୧୧)ଙ୍କ ସମେତ ୨୦ ଜଣ କୋମନା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe