ଗୃହ ସଂଗରୋଧରେ ରହି ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତଙ୍କ ମୃତ୍ୟୁ

ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା: ଡିଏନ୍‌ଏ ପାଇଁ ଆତ୍ମୀୟଙ୍କୁ ଖୋଜୁଛି ପୁଲିସ

india tv

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ ଜଣେ ୮୨ ବର୍ଷର ବ୍ୟକ୍ତି ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ସେ ଆଜି ସକାଳେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁ ପରେ ଖଡ଼ିଆଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡା.ଅନ୍ନଦା ଶଙ୍କର ଦାସ ଉପରୋକ୍ତ ଗ୍ରାମକୁ ଯାଇ କୋଭିଡ ନିୟମାବଳୀରେ ଶେଷକୃତ୍ୟ ସମ୍ପନ୍ନ ଲାଗି ବ୍ୟବସ୍ଥା କରିଥିଲେ। ପରିବାରର ୪ ଜଣ ବ୍ୟକ୍ତି ପିପିକିଟ୍ ପିନ୍ଧି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe