ଅଚିହ୍ନା ଶବ ଉଦ୍ଧାର

Advertisment
ଅଚିହ୍ନା ଶବ ଉଦ୍ଧାର

ନୂଆପଡ଼ା: ନୂଆପଡା ଥାନା ଅନ୍ତର୍ଗତ ହଂସପୁରୀ ଗ୍ରାମ ନିକଟସ୍ଥ ଜମି ନିକଟରେ ପଡ଼ିଥିବା ଏକ ଅଚିହ୍ନା ଶବକୁ ଗୁରୁବାର ପୁଲିସ ଉଦ୍ଧାର କରିଛି। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷରୁ ଅଧିକ ହେବ। ଶବ ଚିହ୍ନଟ ପରେ ବ୍ୟବଚ୍ଛେଦ କରାଯିବ ବୋଲି ନୂଆପଡା ଥାନା ଆଇଆଇସି ଦୁର୍ଗାମଧବ ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe