new indian express
ନୂଆପଡ଼ା: ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ନାବାଳିକା ପ୍ରେମିକାର ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ବିଶୋରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ନବୀନ ମାଝୀକୁ ପଚରା ଉଚରା କରୁଛି ବେଲଟୁକୁରି ପୁଲିସ। ମୃତକ ବିଶୋରା ଗ୍ରାମର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଭୁନେଶ୍ୱରୀ ମାଝୀ।
Follow Us