ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

Advertisment
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିନିକିଆ ନୂଆପଡ଼ା ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରବିବାର ଦିନିକିଆ ନୂଆପଡ଼ା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଗୋତମା ଏରୋଡ୍ରମ ଫିଲ୍‌ଡରେ ଅବତରଣ କରି ସର୍କିଟ ହାଉସ୍‌କୁ ଯାଇଥିଲେ। ମନ୍ତ୍ରୀ ଶ୍ରୀ ଜେନା ଦର୍ଲିପଡାରେ ନବ ନିିର୍ମିତ ପିଏଚ୍‌ସି(ଏନ୍‌) ବିଲ୍‌ଡିଙ୍ଗ, ନୂଆପଡ଼ାରେ ନବ ନିର୍ମିତ ଏମ୍‌ସିଏଚ୍‌ ବିଲ୍‌ଡିଙ୍ଗ ଓ କିମୋରେ ଥେରାପି ସେଣ୍ଟର ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe