ନୂଆପଡ଼ା: ମଦ ବିକ୍ରି ହେଉଥିବା କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଥାନା ପୁଲିସ ସିଲଦାର ତ୍ରିଲୋଚନ ମହାଲିକଙ୍କ କିରାଣା ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଦୋକାନରୁ ୧୫ ବୋତଲ ବିଦେଶୀ ମଦ ଜବତ ହୋଇଥିଲା। ପୁଲିସ ତ୍ରିଲୋଚନଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଦୁର୍ଗାମାଧବ ପ୍ରଧାନ କହିଛନ୍ତି।
ମଦ ଜବତ ଜଣେ ଗିରଫ
Advertisment
Follow Us