ନୂଆପଡ଼ା: ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ୪୫ ବର୍ଷୀୟ ବ୍ୟକ୍ତି

Advertisment
ନୂଆପଡ଼ା: ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ ୪୫ ବର୍ଷୀୟ ବ୍ୟକ୍ତି

The Indian Express

ନୂଆପଡ଼ା: ନୂଆପଡା ଜିଲ୍ଲା ବୋଡେନ୍‌ ବ୍ଲକ ଅନ୍ତର୍ଗତ ଧରଣୀମାଲ ଗ୍ରାମର ୪୫ ବର୍ଷ ବ୍ୟକ୍ତି ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଗ୍ରାମର ଭୋଜନ ନାଗ ନାମକ ବ୍ୟକ୍ତ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ବୋଡେନ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲ ରୁଜୁ କରିଛି। ପୁଲିସ୍‌ ଶରୀର ବ୍ୟବଚ୍ଛେଦ  ପାଇଁ ଖଡ଼ିଆଳ ପଠାଇଥିବା ବେଳେ ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଳି ବୋଡେନ ଥାନା ଆଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe