ନୂଆପଡ଼ା: ଜାମୁସାଲେଭଟା ଗ୍ରାମରେ ବାଘ ଆତଙ୍କ, ବଳଦକୁ ମାରିଖାଇଲା

Advertisment
ନୂଆପଡ଼ା: ଜାମୁସାଲେଭଟା ଗ୍ରାମରେ ବାଘ ଆତଙ୍କ, ବଳଦକୁ ମାରିଖାଇଲା

ନୂଆପଡ଼ା:  ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା ଜାମୁସାଲେଭଟା ଗ୍ରାମରେ ଗତ ରାତିରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଜଣେ ଚାଷୀଙ୍କ ବଳଦକୁ ମାରିଖାଇଥିବା ଦେଖିବାକୁ ମିଲିଛି। ଘଟଣାସ୍ଥଳକୁ ଧରମବନ୍ଦା ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରକାଶ ଯେ କେନ୍ଦୁବାହାରା ପଞ୍ଚାୟତ ଜାମୁସାଲେଭଟା ଗ୍ରାମର ଦେଓ ସିଂ ମାଝିଙ୍କ ବଳଦ ରାତିରେ ଘରେ ଥିବାବେଳେ ମଧ୍ୟରାତ୍ରରେ ଏକ କଳରାପତରିଆ ବାଘ ଆକ୍ରମଣ କରି ମାରିଥିଲା। ହେଲେ ଆଜି ସକାଲେ ବଳଦ ମାଲିକ ବାଘ ଆକ୍ରମଣ କରିଥିବା ଜାଣି ଧରମବନ୍ଦା ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe