କଳାହାଣ୍ଡି କଫ କ୍ରିକେଟ ପାଇଁ କୋରାପୁଟ ଜିଲ୍ଲା ଦଳ ଘୋ‌ଷଣା କଳା ଓସିଏ 

Advertisment
କଳାହାଣ୍ଡି କଫ କ୍ରିକେଟ ପାଇଁ କୋରାପୁଟ ଜିଲ୍ଲା ଦଳ ଘୋ‌ଷଣା କଳା ଓସିଏ 

ଜୟପୁର: ଓଡିଶା କ୍ରିକେଟ ଏକାଡେମୀ ପକ୍ଷରୁ ଆରମ୍ଭ ହେବାକୁ ଥିବା କଳାହାଣ୍ଡି କଫ କ୍ରିକେଟ ପ୍ରତିଯୋଗିତା ୨୦୨୪-୨୫  ପାଇଁ ୧୫ଜଣିଆ କୋରାପୁଟ ଜିଲ୍ଲା ଦଳ ଘୋଷଣା କରିଛନ୍ତି ଓସିଏ ସଂପାଦକ।

କୋରାପୁଟ ଜିଲ୍ଲାଦଳରେ ଏମ. ଅମିତ କୁମାର, ଚିନ୍ମୟ ପଣ୍ଡା, ଦିଲ୍ଲୀପ କୁମାର ସ୍ବାଇଁ, ଆରସାଡା କିରଣ, ଆଦିତ୍ୟ ରାଉତ, ପ୍ରଭଂଜନ ଅଧିକାରୀ, ସଂଦୀପ ପଟ୍ଟନାୟକ, ସଚ୍ଚିନ ଦାଶ, ଆରସାଡା କିଶୋର, ଦେବାଂଶୁ ରାୟଗୁରୁ, ନିରଂଜନ ଗୌଡ଼, ଲିବ୍ୟା ଦିଶାରୀ, ବିଷ୍ଣୁ ବର୍ଦ୍ଧନ ପାତ୍ର, ୱାଇ.ୟୁବରାଜ, ରୋହିତ ଗୁପ୍ତା। ଦଳ ଆସନ୍ତା ୨୮ରୁ ପ୍ରତିଯୋଗିତା ଆରମ୍ଭ ହେଉଥିଲେ ହେଁ କୋରାପୁଟ ଜିଲ୍ଲା ଦଳ ପ୍ରଥମ ମ୍ୟାଚ ୨୯ରେ ଖେଳିବ। କୋରାପୁଟ ପୁରୀ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ୩୧ରେ ମୟୁରଭଂଜ, ଏପ୍ରିଲ ୧ରେ କେଉଁଝର, ୨ରେ ଭୁବନେଶ୍ବର –ବି ସହ ମ୍ୟାଚ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe