ନଦୀରେ ବୁଡ଼ି ବୃଦ୍ଧ ମୃତ

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଲୋଡ଼ଲା ଜାମଦର୍ହା ଗାଁର ଜଣେ ବୃଦ୍ଧଙ୍କ ଜୋଙ୍କ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଧନୀରାମ ମାଝୀ (୭୦)। ଧରମବନ୍ଧା ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଧନୀରାମ ମଙ୍ଗଳବାର  ଭରୁଆମୁଣ୍ଡ ପଞ୍ଚାୟତରୁ ଚାଉଳ ଧରି ଘରକୁ ଫେରୁଥିଲେ। ପଥରପଞ୍ଜି ଜୋଙ୍କ ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ।  ଆଜି ନଦୀ କୂଳରେ ମୃତଦେହ ପଡ଼ିଥିବା କିଛି ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe