ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ବୃଦ୍ଧା ମୃତ

Advertisment
ଯାଜପୁର: ଖେଳୁଥିବା ସମୟରେ କେନାଲରେ ବୁଡି ଶିଶୁ ପୁତ୍ର ମୃତ

indiatimes.com

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ରବିବାର ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ସେ ପଶ୍ଚିମବଙ୍ଗର ସଲଟ୍‌ଲେକ ନିବାସୀ ନୀଳକୃଷ୍ଣ ପାଲଙ୍କ ପତ୍ନୀ ପ୍ରୀତିପୂର୍ଣ ପାଲ(୭୪) ବୋଲି ଜଣାପଡ଼ିଛି। ରଥଯାତ୍ରା ଦେଖିବା ପାଇଁ ପ୍ରୀତିପୂର୍ଣ୍ଣ ପାଲ ପୁରୀ ଆସିଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଯଦିଓ ଜଣାପଡ଼ି ନାହିଁ। ମାତ୍ର ବର୍ଦ୍ଧିତ ବୟସ ମୃତ୍ୟୁର କାରଣ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe