ବେଆଇନ ବାଘ ଛାଲ ଚାଲାଣ: ଜଣେ ଗିରଫ

Advertisment
ବେଆଇନ ବାଘ ଛାଲ ଚାଲାଣ: ଜଣେ ଗିରଫ

ଫୁଲବାଣୀ : ବେଆଇନ ଭାବେ ବାଘ ଛାଲ ଚାଲାଣ କରିବା ଅଭିଯୋଗରେ ଫୁଲବାଣୀ ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗତକାଲି ଫୁଲବାଣୀର ଗାନ୍ଧିଛକ ଠାରୁ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଲା ପଂଚାନନ ଦିଗାଲ (୩୮)। ବନ ବିଭାଗ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସୁଦ୍ରୁକୁମ୍ପାର ଅର୍ଜୁନ ଗଣ୍ଡ ଓ ତୀର୍ଥ ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe