ଟ୍ରେନ୍‌ ଧକ୍କାରେ ଯୁବକ ମୃତ

କାଲିମେଳାରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

India.com

ବିଶ୍ରା: ରାଉରକେଲା-ରାଞ୍ଚି ରେଳଲାଇନ୍‌ର ନୂଆଗାଁ ଷ୍ଟେସନରେ ଶନିବାର ସକାଳେ ରେଳଲାଇନ୍‌ ପାରି ହେଉଥିବାବେଳେ ଏକ ମାଲଗାଡ଼ି ଧକ୍କାରେ ଶିବା ଟପ୍ପୋ(୩୦)ଙ୍କର ମୃତ୍ୟୁ ହୋଇଛି। ମୃତ ଶିବା ଟପ୍ପୋ ବିଶ୍ରା ଥାନା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ନିବାସୀ। ଖବର ପାଇ ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe