କଟକ: ଜଗତପୁର ଶିଳ୍ପାଞ୍ଚଳରେ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର

Advertisment
କଟକ: ଜଗତପୁର ଶିଳ୍ପାଞ୍ଚଳରେ ଦୁର୍ଘଟଣା, ଜଣେ ମୃତ, ୨ ଗୁରୁତର

କଟକ: ଗତକାଲି ରାତିରେ କଟକ ଜିଲ୍ଲା ଜଗତପୁର ଶିଳ୍ପାଞ୍ଚଳରେ ଥିବା କ୍ରସବୋର୍ଡର୍ ଇଣ୍ଡଷ୍ଟ୍ରିଜ୍‌ରେ ଏକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ହେଉଛନ୍ତି ଚୌଦ୍ୱାର ଥାନା ମଙ୍ଗରାଜପୁର ଗ୍ରାମର ଅଜୟ ସାହୁ(୪୨ ବର୍ଷ)। ଗୁରୁତର ଅବସ୍ଥାରେ ଅଜୟଙ୍କୁ କଟକ ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe