୨୦ କେଜି ଗଞ୍ଜେଇ ସହ ବାଇକ୍‌ ଜବତ, ଜଣେ ଗିରଫ

୨୦ କେଜି ଗଞ୍ଜେଇ ସହ ବାଇକ୍‌ ଜବତ, ଜଣେ ଗିରଫ

ଚାରିଛକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଡିଗସିରା ନିକଟରୁ ବୁଧବାର ଭୋର୍‌ ସମୟରେ ପୁରୁଣାକଟକ ୨୦ କେଜି ଗଞ୍ଜେଇ ସହ ଏକ ବାଇକ୍‌ (ଓଆର-୧୨ଏ-୫୦୮୮)କୁ ଜବତ କରିଛି। ଏଥିରେ ସଂପୃକ୍ତ ବୌଦ୍ଧ ଥାନା ବଘିଆପଡ଼ାର ଭବେଶ ଭୋଇ(୨୧)ଙ୍କୁ ବି ଗିରଫ କରିଛି। ଭବେଶ ପଲସର ବାଇକ୍‌ରେ ଗଞ୍ଜେଇ ନେଇ ଭୋର୍‌ରେ ଫୁଲବାଣି ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ପୁଲିସ ଧରିଥିଲା। ଏ ନେଇ ପୁରୁଣାକଟକ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe