Image Source: Zee News
କଟକ: ହାଟ ବଜାରରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ଗୁରୁବାର ପିଆଜ ବିକ୍ରି ଆରମ୍ଭ କରିଛନ୍ତି। କଟକର ୩ଟି ଷ୍ଟୋରରେ ପିଆଜ ବିକ୍ରି କେନ୍ଦ୍ର ଖୋଲାଯାଇଛି। ମୈତ୍ରୀ କେନ୍ଦ୍ରରେ ପିଆଜ କିଲୋ ୪୯ଟଙ୍କା ରହିଛି। ଜଣେ ବ୍ୟକ୍ତି ସର୍ବାଧିକ ୨ କିଲୋ ପିଆଜ ନେଇ କିଣି ପାରିବେ। ଅନ୍ୟପକ୍ଷରରେ ବଜାରରେ ପିଆଜ କିଲୋ ପିଛା ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି।
Follow Us