ପରବ ପ୍ରସ୍ତୁତି: ଆଦିବାସୀ ମହିଳାଙ୍କ ବାଳୁକା କଳା କଲେ ଶିକ୍ଷକ ଓ ଛାତ୍ର

Advertisment
ପରବ ପ୍ରସ୍ତୁତି: ଆଦିବାସୀ ମହିଳାଙ୍କ ବାଳୁକା କଳା କଲେ ଶିକ୍ଷକ ଓ ଛାତ୍ର

ଜୟପୁର: ଆସନ୍ତାକାଲି ବିକ୍ରମ ଦେବ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ ଜୟପୁର ବ୍ଲକ ସ୍ତରୀୟ ପରବ ମହୋତ୍ସବ। ଏଥି ପାଇଁ ଷ୍ଟାଡିୟମ ପରିସରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଜୟପୁର ବ୍ଲକର ଜୟନ୍ତଗିରୀ ହାଇସ୍କୁଲର ହିନ୍ଦୀ ଶିକ୍ଷକ  ପ୍ରଦ୍ୟୁମ୍ନ ବାରିକ ପାରମ୍ପରିକ ବେଶଭୁଷା ସଜ୍ଜିତ ଜଣେ ଆଦିବାସୀ ମହିଳାଙ୍କ ବାଳୁକା କଳା ପ୍ରସ୍ତୁତି କରିଥିଲେ।

ଏଥିରେ ତାଙ୍କୁ ସ୍କୁଲରେ ପଢ଼ୁଥିବା ୪ଜଣ ଛାତ୍ର ସହଯୋଗ କରିଥିଲେ। ଏହି ଛାତ୍ର ମାନେ ବାଳୁକା କଳାର ପ୍ରଶିକ୍ଷଣ ନେଉଥିବା କହିଛନ୍ତି ଶିକ୍ଷକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe