ଧର୍ମଗଡ଼: ପଞ୍ଚାୟତର ସମ୍ପ୍ରସାରଣ ଅଧିିକାରୀଙ୍କ ଆତ୍ମହତ୍ୟା

ଧର୍ମଗଡ଼: ପଞ୍ଚାୟତର ସମ୍ପ୍ରସାରଣ ଅଧିିକାରୀଙ୍କ ଆତ୍ମହତ୍ୟା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବ୍ରାହ୍ମଣ ଚେଣ୍ଡିଆ ଗ୍ରାମପଞ୍ଚାୟତର ସମ୍ପ୍ରସାରଣ ଅଧିିକାରୀ ଶିବରାମ ସାହୁ ନିଜ ଘରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଲଗୁଣ୍ଡା ଥାନା ଅନ୍ତର୍ଗତ ଧାମନପୁର ଗ୍ରାମର ଶିବରାମ ସାହୁ ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରି ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ତଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସହିତ ପଞ୍ଚାୟତର ଆର୍ଥିକ ଅନୀୟମିତା ନେଇ ଭିଜିଲାନ୍ସ ତଦନ୍ତ ଶ୍ରୀ ସାହୁଙ୍କ ଘରେ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe