ଯାଜପୁର:ବାରୁଣୀ ବୁଡ଼ ପାଇଁ ଦଶଶ୍ୱାମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

Advertisment
ଯାଜପୁର:ବାରୁଣୀ ବୁଡ଼ ପାଇଁ ଦଶଶ୍ୱାମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଆଜି ଯାଜପୁର ଜିଲ୍ଲା ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀର ପ୍ରସିଦ୍ଧ ଦଶଶ୍ୱାଧମେଧ ଘାଟରେ ଶହଶହ ଶ୍ରଦ୍ଧାଳୁ ବାରୁଣୀ ବୁଡ଼ ପକାଇଛନ୍ତି। ବାରୁଣୀ ବୁଡ଼ ଓ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବା ପରିପ୍ରେକ୍ଷୀରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସକାଳ ୮ଟାର ଦିନ ୧୧ଟା ଯାଏ ଏହି ବାରୁଣୀ ବୁଡ଼ ପକାଇବା ପାଇଁ ଶୁଭବେଳା ଥିବାରୁ ଭକ୍ତଙ୍କ ମଧ୍ୟରେ ଗହଳି ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe