ଫିକ୍ଅଫ ଭ୍ୟାନ ଓ ବାଇକ ଧକ୍କା, ଜଣେ ମୃତ

Advertisment

ବାରିପଦାର ବିଜୁପଟ୍ଟନାୟକ ଗୋଲେଇ ନିକଟରେ ସକାଳେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୌରପାଳିକା ବସଷ୍ଟାଣ୍ଡରେ ବସ୍ ଫେଲ ହେବା ପରେ ଲିଫ୍ଟ ମାଗି ଯାଉଥିବା ଯୁବକଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଛି... 

Updated On

ବାରିପଦାର ବିଜୁପଟ୍ଟନାୟକ ଗୋଲେଇ ନିକଟରେ ସକାଳେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୌରପାଳିକା ବସଷ୍ଟାଣ୍ଡରେ ବସ୍ ଫେଲ ହେବା ପରେ ଲିଫ୍ଟ ମାଗି ଯାଉଥିବା ଯୁବକଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଛି... 

ଅଦ୍ୟତନ ହୋଇଛି
1111WhatsApp Image 2024-12-13 at 8.42.51 AM

ବାରିପଦା: ସ୍ଥାନୀୟ ବିଜୁପଟ୍ଟନାୟକ ଗୋଲେଇ ନିକଟରେ ସକାଳେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୌରପାଳିକା ବସଷ୍ଟାଣ୍ଡରେ ବସ୍ ଫେଲ ହେବା ପରେ ଲିଫ୍ଟ ମାଗି ଯାଉଥିବା ଯୁବକଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଛି । 

ସେ ଯାଉଥିବା ବାଇକକୁ ବାଲେଶ୍ଵରରୁ ପରିବା ନେଇ ଆସୁଥିବା ପିକଅଫ ଭ୍ୟାନ ଧକ୍କା ଦେଇଥିଲା । ବିଜୁପଟ୍ଟନାୟକ ଗୋଲେଇର ରଙ୍ଗ ରୁଟରେ ସେ ଆସି ଦୁର୍ଘଟଣା ଭିଆଇଥିଲା ।

ଫଳରେ ବାଇକ ପଛରେ ବସିଥିବା ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ: ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଅଧିକ ପଢ଼ନ୍ତୁ:ପୁଣି ଜାଡ଼ରେ ଥରିବେ ନିରାଶ୍ରୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe