କାଳିଆପାଣି: ଯାଜପୁର ଜିଲ୍ଲା ଟମକା ଥାନା ଅଧୀନ ପାଣୁବାହାଳିରେ ଜମି ଜବରଦଖଲକୁ କେନ୍ଦ୍ରକରି ପୁଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଲୋକମାନେ ଢେଲା ମାଡ଼ କରିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାଳନା କରିଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us