ବଲାଙ୍ଗୀର: ବଲାଙ୍ଗୀର- ବରଗଡ଼ ସୀମାନ୍ତରେ ଥିବା ଚାନ୍ଦନୀ ରିଜର୍ଭ ଫରେଷ୍ଟ ମଧ୍ୟରେ ଚାଲିଛି ମାଓବାଦୀ- ପୁଲିସ ଗୁଳି ବିନିମୟ। ଏହି ଗୁଳି ମିନିମୟ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ନ ଥିବା ବେଳେ ପୁଲିସ ସହିତ ବରଗଡ଼ ମାଓ ଡିଭିଜନର ମାଓବାଦୀମାନଙ୍କର ଗୁଳି ବିନିମୟ ଚାଲିଥିିବା ସନ୍ଦେହ କରାଯାଉଛି। ଆଜି ସକାଳେ କମ୍ବିଂ ପାଇଁ ବଲାଙ୍ଗୀର ପୁଲିସ ଚାନ୍ଦନୀ ଜଙ୍ଗଲକୁ ଯାଇଥିବା ବେଳେ ଏହି ଗୁଳିବିନିମୟ ଘଟିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ବଲାଙ୍ଗୀର: ପୁଲିସ- ମାଓବାଦୀ ଗୁଳି ବିନିମୟ
Advertisment
Follow Us