ଭଦ୍ରକରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ୪ ଗିରଫ

Advertisment

ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲା ସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନୀର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ। 

ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲା ସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନୀର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ। 

c93f04b7-89d6-45d9-ac0e-c5bdac4da0dd

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲାସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନୀର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ। 

ଭଦ୍ରକର ପୁରୁଣାବଜାର ଥାନା ପୁଲିସ ଆଜି ପୁରୁଣା ବଜାର ହେଲା ସାହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରିଛି। ଏହି ଅଞ୍ଚଳରେ କିଛି ଅସାଧୁ ବେପାରୀ ନାମୀ ଦାମୀ କମ୍ପାନିର ଲୋଗ, ସିଲ୍ ବ୍ୟବହାର କରି ନକଲି ଜର୍ଦ୍ଦା ବ୍ୟବସାୟ କରୁଥିଲେ। ପୁଲିସ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ଜର୍ଦ୍ଦା, ଜର୍ଦ୍ଦା ତିଆରି ମେସିନ, କେମିକାଲ ଜବତ କରିଥିବା ସୂଚନା ଦେଇଛି।  

ସୂଚନା ଅନୁସାରେ, ପୁଲିସ ଏହି ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ଜର୍ଦ୍ଦା, ଜର୍ଦ୍ଦା ତିଆରି ମେସିନ, କେମିକାଲ ଜବତ କରିଥିବା ସୂଚନା ଦେଇଛି। ସେହିପରି ନକଲି ସିଗାରେଟ ତିଆରି କରାଯାଇଥିବା ବେଳେ ଏହି ସବୁ ଜର୍ଦ୍ଦା ମସଲାକୁ ମଧ୍ୟ  ଜବତ କରାଯାଇଛି। 

ଏହି ଘଟଣାରେ ପୁରୁଣା ବଜାର ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ସେକ ଖଳିକ, ମିର୍ଜା ସହିଦ କାଦିରଙ୍କୁ ଗିରଫ ହୋଇଛନ୍ତି। ସେହିପରି ତବିଜି, ସେକ ଭୋଲାଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା  ନେଇ ଡିଏସପି ଡିଆଇବି ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe